ଦୁଇ ମେକାପ ସେବକଙ୍କ ମଧ୍ୟରେ ମାଡ଼ପିଟ୍‌ ଘଟଣାରେ ଆକ୍ସନ

ଭଣ୍ଡାର ଘରେ ଦୁଇ ମେକାପ ସେବକଙ୍କ ମଧ୍ୟରେ ମାଡ଼ପିଟ୍‌ ଘଟଣାରେ କିଶାନ ମେକାପଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଅନ୍ୟାଦେଶ ପର୍ଯ୍ୟନ୍ତ ସେବା ଓ ପୂଜାରୁ ନିଲମ୍ବିତ ରହିବେ ମେକାପ ସେବକ।ଗତକାଲି ରତ୍ନଭଣ୍ଡାର ପ୍ରବେଶକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes