ଦୁଇ ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରଘୁନାଥ ସାହିରେ କ୍ରାଇମବ୍ରାଞ୍ଚ ଚଢାଉ କରି ଗୋଟିଏ ଘରୁ ଦୁଇ ଭାଇଙ୍କୁ ଉଠାଇ ନେଇଛି ।

ଉଭୟଙ୍କ ପାଖରୁ କ୍ରାଇମବ୍ରାଞ୍ଚ ବହୁ ପରିମାଣର ଗଞ୍ଜେଇ, ଅଫିମ, ସୁନା ଅଳଙ୍କାର ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes