ଦୁଇ ବାଲି ବୋଝଇ ଟ୍ରାକ୍ଟରକୁ ୪୦ ହଜାର ଫାଇନ୍

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଅଙ୍ଗନଦୀକୂଲରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଉପଜିଲ୍ଲା ପାଲ ଇସ୍ମିତା ମିଶ୍ର ଓ ତହସିଲଦାର ନବିନ କିଶୋର ପାଢୀ ଫାଇନ ଆଦାୟ କରିଥିଲେ ।

ଲଛିପୁର ଗ୍ରାମର ନିଲାଞ୍ଚଳ ମେହେର ଓ ବାଲେଶ୍ଵର ରଣାଙ୍କ ଠାରୁ ୨୦ ହଜାର ଲେଖାଏଁ ଫାଇନ ଆଦାୟ କରାଯାଇଥିବା ଆରଆଇ ସୁନିଲ ଘେବେଲା ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes