ଦୁଇ ଟ୍ରକ୍ ମଝିରେ ଚାପି ହୋଇ ବାଇକ୍ ଆରୋହୀ ମୃତ

ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ମଞ୍ଜୁରକୁପା ନିକଟରେ ଏହି ଦୁର୍ଘଟଣା ଘଟିଛି।

ଦୁଇ ଟ୍ରକ୍ ମଝିରେ ଚାପି ହୋଇ ବାଇକ୍ ଆରୋହୀର ମୃତ୍ୟୁ ହୋଇଥିବା ବେଳେ ପଛ ଟ୍ରକ୍‌ର ଡ୍ରାଇଭର ଓ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes