ନିକଟରେ ଭୁବନେଶ୍ୱରର ଜାଭିୟର୍ସ ଛକରେ ଗିରଫ ହୋଇଥିବା ଦୁଇ କୋକେନ ବେପାରୀ ରବି ଓ ସନ୍ନି ଛଅଟି ଦେଶର ନିଶା ବେପାରୀଙ୍କ ଲିଙ୍କରେ ଥିଲେ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ଆଜି କହିଛନ୍ତି l
ଆସନ୍ତା ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ବେପାର ବଢ଼ାଉଥିବା ଦୁଇ ଅଭିଯୁକ୍ତଙ୍କୁ ଏନସିବି ମଧ୍ୟ ଜେରା କରିଥିବା ସେ କହିଛନ୍ତି l