ଦୁଇବର୍ଷ ପରେ ଏଥିର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା

ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସ୍ନାନମଣ୍ଡପ ଉପରେ ଭକ୍ତମାନେ କିଛି ସମୟ ପାଇଁ ଦର୍ଶନ କରି ପାରିବେ ବୋଲି ଦଇତାପତି ନିଯୋଗ ସଭାପତି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Rathayatra 05.07