ସୋନପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ନିକଟରେ ଥିବା ଟେଷ୍ଟ ବ୍ୟାଙ୍କର ଶାଖାର ଏଟିଏମ୍ କେନ୍ଦ୍ର ଦୁଇ ଦିନ ହେବ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
ଫଳରେ ଲୋକେ ଟଙ୍କା ଉଠାଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
Credible Local News of Odisha