ଦୁଇଟି କୃଷି ରଥକୁ ପତାକା ଦେଖାଇ ଉଦଘାଟନ କଲେ ମନ୍ତ୍ରୀ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ଠାରେ ଆଜି ସକାଳ ସମୟରେ ଖଇରା ଓ ସିମୁଳିଆ ବ୍ଲକ ପାଇଁ ଦୁଇଟି କୃଷି ରଥକୁ ପତକା ଦେଖାଇ ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes