ଦୁଇଟି ଅଗ୍ରଣୀ ସଂସ୍ଥା ସହ ଓଏସଡିଏର ବୁଝାମଣାପତ୍ର ସ୍ଵାକ୍ଷର

ସ୍କିଲିଙ୍ଗ ଏବଂ ନିଯୁକ୍ତି କ୍ଷେତ୍ରରେ ଏକ ନବଦିଗନ୍ତ ପ୍ରଦାନ କରିବ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ବିଶ୍ୱର ଦୁଇଟି ଅଗ୍ରଣୀ ବୈଷୟିକ ସଂସ୍ଥା ଅଟୋ ଡେସ୍କ ଓ ମାଇକ୍ରୋସଫ୍ଟ ସହ ଆଜି ଏମଓୟୁ ସ୍ଵାକ୍ଷର କରିଛି l
ଓଏସଡିଏ ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes