କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବ୍ଲକର ପୋଡ଼ାପଦର ପଞ୍ଚାୟତ ଉପରପଙ୍ଗାରୁ
ବାରିଆଘାଟ ପର୍ଯ୍ୟନ୍ତ ଦୀର୍ଘ ୧୦ କିମି ରାସ୍ତା ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ।
ଗର୍ଭବତୀ ଜଣକୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାରି କରି ତେନ୍ତୁଳିଖୁଣ୍ଟି ମେଡିକାଲ ନିଆଯାଇଥିବା ସୂଚନା ମିଳିଛି।
Credible Local News of Odisha