ଦୀପାଳିଙ୍କ ମାମଲା ଚାଲିବ: ହାଇକୋର୍ଟ

ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି।ବିଜେପି ବିଧାୟକ ଟଙ୍କାଧର ତ୍ରିପାଠୀ ହାଇକୋର୍ଟରୁ ନିରାଶ ହୋଇଛନ୍ତି।ବିନା ଶୁଣାଣିରେ ଖାରଜ ପାଇଁ ଆବେଦନ କରିଥିଲେ ଟଙ୍କାଧର। ହେଲେ ଦୀପାଳି ଦାସଙ୍କ ନିର୍ବାଚନୀ ମାମଲା ଚାଲିବ କହିଲେ ହାଇକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes