ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗନଗର କେ-୯ରେ ଜଣଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଘରଲୋକ ବାହାରେ ବାଣ ଫୁଟାଉଥିବା ବେଳେ ଘରେ ପଶି ଲୁଟି ନେଲେ ଦୁର୍ବୃତ୍ତ। ୫ଟି ସୁନା ମୁଦି, ମଙ୍ଗଳସୂତ୍ର, କାନଫୁଲ ସହ ନଗଦ ଟଙ୍କା ଲୁଟି ନେଲେ।
Credible Local News of Odisha