ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିର୍ବାଚନ ନେଇ ବିଜେଡି ରାଜ୍ୟସଭା ସାଂସଦଙ୍କୁ ନବୀନ ଭେଟିବେ ନେଇ ଚର୍ଚ୍ଚା ହେଉଛି। ଦଳ କାହାକୁ ସମର୍ଥନ କରିବ ଏ ଯାଏଁ ସ୍ପଷ୍ଟ କରିନାହାନ୍ତି ବିଜେଡି ସୁପ୍ରିମୋ।
Credible Local News of Odisha