ଦିଲ୍ଲୀ କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼

‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନକୁ ଦର୍ଶାଉଛି। ପ୍ରଜ୍ଞାପନ ମେଢ଼ରେ କୋରାପୁଟ୍ କଫି ଓ କୋଣାର୍କ ମନ୍ଦିରର ଝଲକ ରହିଛି। ମହିଳାଙ୍କ ନେତୃତ୍ବ ଓ ସେମି କଣ୍ଡକ୍ଟର ଚିପ୍‌ ଦର୍ଶାଉଛି।ପଟ୍ଟଚିତ୍ର ଓ ତାରକସି କାମକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes