ଦିବ୍ୟାଙ୍କ ପିଲାମାନଙ୍କ ସହ ବିଧାୟକ ପାଳିଲେ ରାକ୍ଷୀ ପୂର୍ଣ୍ଣିମା

ଭୁବନେଶ୍ୱର ଭରତପୁର ଅଞ୍ଚଳର ରାଜଧାନୀ ବଧିର ବିଦ୍ୟାଳୟ ଏବଂ ଲୁଇସବ୍ରେଲ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍କ ପିଲାମାନଙ୍କ ସହ ବିଧାୟକ ସୁଶାନ୍ତ ରାଉତ ରାକ୍ଷୀ ପୁର୍ଣ୍ଣିମା ପାଳନ କରିଛନ୍ତି l

ଏହି ଅବସରରେ ସେ କହିଛନ୍ତି ଏହାର ଅନୁଭୂତି ମୋ ପାଇଁ ଖୁବ୍ ସ୍ୱତନ୍ତ୍ର ଥିଲା l ପିଲାମାନଙ୍କର ନିଷ୍କପଟ ମନ ଓ ହୃଦୟ ସହ ସ୍ନେହର ଡୋରୀରେ ଯେମିତି ମୁଁ ବାନ୍ଧି ହୋଇଗଲି l ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ବିଦ୍ୟା ଓ ବୁଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିବା ସହିତ ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes