ଦିନ ୧୧ଟାରୁ ୩ଟା ଜନଗଣନା ବନ୍ଦ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜନଗଣନା।

ଜନଗଣନା ନିର୍ଦ୍ଦେଶକଙ୍କ ସହ ବୈଠକ ପରେ ରାଜସ୍ବ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଜନଗଣନା ବେଳେ ସ୍କୁଲ ପାଠପଢ଼ାରେ କିପରି ସମସ୍ୟା ନ ହେବ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes