ଦିନ ସାଢ଼େ ୧୧ଟା ସୁଦ୍ଧା ପୁରୀର ତାପମାତ୍ରା ୩୫ ଡିଗ୍ରୀ

ସେହିପରି ଆର୍ଦ୍ରତା ୬୯ ପ୍ରତିଶତ ରହିଥିବାରୁ ପ୍ରବଳ ଗୁଳୁଗୁଳି ହୋଇଛି।

ପ୍ରବଳ ଗରମ ପାଇଁ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ପ୍ରଶାସନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes