ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 73 କୁ ବଢିଲା

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 73 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏମାନଙ୍କ ମଧ୍ୟରେ କ୍ଵାରେଣ୍ଟାଇନରେ 44 ଜଣ ଥିବା ବେଳେ 29 ଜଣ ସ୍ଥାନୀୟ ସଂକ୍ରମିତ l
ଖୋର୍ଦ୍ଧା ଜିଲ୍ଳାରେ 41, ବଲାଙ୍ଗୀରରେ 1, କଟକରେ 4, କେନ୍ଦ୍ରାପଡ଼ାରେ 1, ନୂଆପଡାରେ 6, ପୁରୀରେ 6, ସମ୍ବଲପୁରରେ 1 ଓ ସୁନ୍ଦରଗଡ଼ରେ 3 ଜଣ ଆକ୍ରାନ୍ତ ହୋଇଛନ୍ତି l ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 354 କୁ ବୃଦ୍ଧି ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes