ଦିଗପହଣ୍ଡିରୁ ଲଢ଼ିବେ ସିନ୍ଧାନ୍ତ ମହାପାତ୍ର, ଭବାନୀପାଟଣାରୁ ପ୍ରଦୀପ୍ତ ନାଏକ

ବ୍ରଜରାଜନଗରରୁ ସୁରେଶ ପୂଜାରୀ, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗାରୁ ସୁମନ୍ତ ଘଡ଼େଇ, ପାଟକୁରାରୁ ତେଜେଶ୍ବର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ, ପାରାଦୀପରୁ ସଂପଦ ସ୍ବାଇଁ, ତିର୍ତ୍ତୋଲରୁ ରାଜକିଶୋର ବେହେରା ନିର୍ବାଚନ ଲଢ଼ିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes