କଟକରେ ଜଣ୍ଡିସ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ।
ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର ଦେଉଛନ୍ତି ଟେଣ୍ଡର।କଟକରେ ଏବେ ୨୦ ପରିବାର ଜଣ୍ଡିସରେ ଆକ୍ରାନ୍ତ ଅଛନ୍ତି। ନାଳ ନର୍ଦ୍ଦମା ସଫା ହେଉନି, ପିଇବା ପାଣିରେ ଡ୍ରେନ୍ ପାଣି ମିଶୁଛି କହିଛନ୍ତି ସୋଫିଆ।