ଦାମ୍ପତ୍ୟ କଳହରୁ ଆତ୍ମହତ୍ୟା କଲେ ସ୍ବାମୀ

କେନ୍ଦୁଝର ଜିଲା ସାହାରପଡା ବ୍ଲକ ଘୋଳ କୁଣ୍ଡ ଗ୍ରାମରେ ବିଲ ଭିତରେ ଥିବା ଏକ ଜାମୁ ଗଛରୁ ୩୮ ବର୍ଷୀୟ ବିବାହିତ ଯୁବକ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି ।

ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଜଗନ୍ନାଥ ମୁଣ୍ଡା ।ସୂଚନା ଅନୁଯାୟୀ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହୋଇଥିଲା।ଏଥିରେ ସ୍ତ୍ରୀ ରାଗିଯାଇ ବାପ ଘରକୁ ପଳାଇ ଯିବା ପରେ ଜଗନାଥ ମାନସିକ ଭରସାମ୍ୟ ହରାଇ ଗାମୁଛା କୁ ବେକ ରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes