ଦାମପୁର ଗାଁରେ ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ

ସଞ୍ଜୟ ଦାସବର୍ମାଙ୍କ ସହ ଗଞ୍ଜାମର ବହୁ ବିଜେଡି ନେତା ପହଞ୍ଚି ଝାଡ଼ାବାନ୍ତିର କାରଣ ଖୋଜିବା ସହ ଘର ଘର ବୁଲିଲେ।

ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ସହ ୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes