ଦାବିହୀନମୋଟର ସାଇକେଲ ନିଲାମ ପାଇଁ ଆଦେଶ

କ୍ରମେ ସଦର ଥାନାରେ ପଡ଼ି ରହିଥିବା ୬୩ ଗୋଟି ଦାବିହୀନମୋଟର ସାଇକେଲ ଗୁଡିକୁ ବଲାଙ୍ଗିର ଜିଲ୍ଲା ଆକ୍ସନ କମିଟି କୁ
ନିଲାମ କରିବା ପାଇଁ ଅଦାଲତ ଆଦେଶ ଦେଇଛନ୍ତି।

କୌଣସି ବ୍ୟକ୍ତି ଯଦି ଏହି ମୋଟର ସାଇକେଲର ମାଲିକାନା ଦାବି କରନ୍ତି ତେବେ ଆସନ୍ତା ୭ ଦିନ ମଧ୍ୟରେ ସଦର ଥାନା ବଲାଙ୍ଗିରରେ ସେମାନଙ୍କର
ଗାଡିର ଉପଯୁକ୍ତ କାଗଜପତ୍ର ଦେଖାଇ ଥାନା ରୁ ଗାଡି ନେଇ ପାରିବେ । ଯଦି ୭ ଦିନ ମଧ୍ଯ ରେ କେହି ଏହି ଦାବିହୀନ ମୋଟର ସାଇକେଲ କୁ ଦାବି କଲେ ନାହିଁ ତେବେ ଏହି ମୋଟର ସାଇକେଲ ଗୁଡିକ ନିଲାମ ହୋଇଯିବ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes