ଦାବପାଲି ଗ୍ରାମରେ ୨୪ପ୍ରହର ନାମଯଜ୍ଞ ଉଦଯାପିତ

ସୋନପୁର ସଦର ବ୍ଲକ ଲଛିପର ଗ୍ରାମ ପଂଚାୟତ ଅନ୍ତର୍ଗତ ଦାବପାଲି ଗ୍ରାମରେ ଚାଲିଥିବା ୨୪ପ୍ରହରୀ ନାମକିର୍ତ୍ତନ ଆଜି ଉଦଯାପିତ ହୋଇଯାଇଛି ।

ପୂଜକ ଦାୟତ୍ବ ନିର୍ବାହ କରିଥିଲେ ରାଜିବ ଲୋଚନ ପଣ୍ତା ଓ କର୍ତ୍ତା ଦାୟତ୍ବ ତୁଲାଇଥିଲେ ରିଙ୍କୁ ଦାଶ ଓ ଗ୍ରାମବାସୀ ସହୋଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version