ନୂଆପଡ଼ାକୁ ପାଇଲଟ ଜିଲ୍ଲା ଭାବେ ଗ୍ରହଣ କଲେ ସରକାର। ଜିଲ୍ଲା ଭିତରେ କାମ ଯୋଗାଇବାକୁ ପଦକ୍ଷେପ ନିଆଯିବ ସହ NGO ଗୁଡ଼ିକ ବିଭିନ୍ନ କ୍ଲଷ୍ଟର ଦାୟିତ୍ବରେ ରହିବେ।
ମନରେଗା ଟଙ୍କା ଡେରି ହେଲେ ସ୍ବତନ୍ତ୍ର ପାଣ୍ଠିରୁ ପାଉଣା ମିଳିବ କହିଛନ୍ତି
ପଞ୍ଚାୟତିରାଜ ମନ୍ତ୍ରୀ।
Credible Local News of Odisha