ଦଶ ଘଣ୍ଟା ପରେ ମୁକୁଳିଲେ ଅଟକ ଅବକାରୀ କର୍ମଚାରୀ (ଅପଡେଟ )

କୋରାପୁଟ ଜିଲ୍ଲା ନନ୍ଦପୁରର ଡାଙ୍ଗବୀର ଗ୍ରାମରେ ଗତକାଲି ଚଢ଼ାଉ ପାଇଁ ଯାଇଥିବା ଦୁଇଜଣ କର୍ମଚାରୀ ଘରୋଇ ଗାଡ଼ିରେ ଯାଇଥିବାରୁ ଲୋକମାନେ ସନ୍ଦେହରେ ଗାଡି ସହ ସେମାନଙ୍କୁ ଅଟକ ରଖିଥିଲେ l

ପୁଲିସ ହସ୍ତକ୍ଷେପ କରିବାରୁ ପ୍ରାୟ ଦଶ ଘଣ୍ଟା ପରେ ଲୋକମାନେ ଅଟକ କର୍ମଚାରୀଙ୍କୁ ମୁକ୍ତ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes