ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ କାରଣ ଦର୍ଶାଅ ନୋଟିସ

ଗତ ୨୩ ଜୁଲାଇରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ପୂର୍ବତନ ବିଧାନସଭା ପ୍ରାର୍ଥୀ ଶ୍ରୀ ଅନନ୍ତ ଦାସ, ବଳରାମ ସିଂହ ଯାଦବଙ୍କୁ ଆଣି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରି କାର୍ଯ୍ୟକ୍ରମର ମୁଖ୍ୟ ଭାବେ ଉପସ୍ଥାପିତ କରିଥିବାରୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥବାରୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ପଦାଧିକାରୀଙ୍କୁ ସୁପାରିଶ କରିବା ସଙ୍ଗେ ଅନନ୍ତ ଦାସକୁ କାରଣ ଦର୍ଶାଅ ନୋଟିସ ଜରିକରାଯାଇଅଛି ବୋଲି ଭା. ଜ.ପା. ଜିଲ୍ଲା ସଭାପତି ଶ୍ରୀ ଶିବାଜୀ ମହାନ୍ତି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes