ଦର୍ଶକଙ୍କୁ ବାନ୍ଧି ରଖିଲା ବର୍ଷାଭିଜା କବିତା ଆସର

ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁରଙ୍କ 161 ତମ ଜୟନ୍ତୀ ଏବଂ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ 115 ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଇଆଇଏମସି ଓ ଢେଙ୍କାନାଳ ଲେଖକ ସଂସଦର ମିଳିତ ଆନୁକୂଲ୍ୟରେ କବିତା ଆସର ‘ଶବ୍ଦାଞ୍ଜଳି’ ଅନୁଷ୍ଠିତ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes