ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ରାଲି

ଏଆଇଟିୟୁସି ପକ୍ଷରୁ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ଏକ ରାଲି ସହିତ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଜିଲ୍ଲାରେ ବନ୍ଦ ଖଣି କାର୍ଯ୍ୟକ୍ଷମ କରିବା ସହ ସମସ୍ତ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି, ଶ୍ରମ ବିଭାଗକୁ ଅଧିକ କ୍ରିୟାଶୀଳ କରିବା, ଖଣି ଅଞ୍ଚଳରେ ୫୦୦ ବଡ ବିଶିଷ୍ଟ ଇଏସଆଇ ତରଫରୁ ଡାକ୍ତରଖାନା ଖୋଲିବା ଓ ଯୋଡ଼ା ଇଏସଆଇ ଡାକ୍ତରଖାନାରେ ଅଧିକ ଡାକ୍ତର ନିଯୁକ୍ତି, ଡିଏମଏଫରୁ କ୍ଷତିଗ୍ରସ୍ତ ପରିବାରକୁ ମାସିକ ଦଶ ହଜାର ଟଙ୍କା କ୍ଷତି ପୁରଣ ପ୍ରଦାନ ଆଦି ଦାବି ଉପସ୍ଥାପନ କରି ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes