ଦମୟନ୍ତୀ ପାଇବେ ଜାତୀୟ ଫ୍ଲୋରେନ୍ସ ନାଇଟିଂଗେଲ ସମ୍ମାନ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୌଣିଘସା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ୧୯ବର୍ଷ ହେଲା କାମ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଦମୟନ୍ତୀ ରାଉତ ପାଇବେ ଜାତୀୟ ଫ୍ଲୋରେନ୍ସ ନାଇଟିଂଗେଲ ସମ୍ମାନ-୨୦୨୧ ।
ଏହି ସମ୍ମାନ ରାଷ୍ଟ୍ରପତି ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes