ଦମ୍ପତିଙ୍କ ଠାରୁ ୪ ଲକ୍ଷ ଝାମ୍ପିନେଲେ ୨ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଆଙ୍କୁଲି ବ୍ରିଜ ନିକଟରୁ ଲୁଟ୍ ହୋଇଛି।

ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକରେ ଯାଉଥିବା ବେଳେ ଲୁଟ୍ କରିଥିଲେ ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version