ଭୁବନେଶ୍ବର ଦମ୍ପତିଙ୍କୁ ୩୫ ଘଣ୍ଟା ନିଜ ଘର ଭିତରେ ଡିଜିଟାଲ ଆରେଷ୍ଟ କରାଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ସର୍ବସ୍ୱାନ୍ତ ହେବାରୁ ଅଳ୍ପକେ ବର୍ତ୍ତିଗଲେ ଉଭୟ। ଭାଗବାନ ରକ୍ଷା କରିଦେଲେ ବୋଲି କହିଛନ୍ତି ଶିକ୍ଷିତ ଦମ୍ପତି।
ଦମ୍ପତିଙ୍କ ସହ ଆତଙ୍କି ଲିଙ୍କ ଥିବା କଥା କହି ଧମକାଇଥିଲେ। କାଶ୍ମୀର ଆତଙ୍କବାଦୀ ତାଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି କହି ଧମକ ଦେଇଥିଲେ। ତୁରନ୍ତ ସାଇବର ଥାନା ଓ ବ୍ୟାଙ୍କ୍କୁ ଜଣାଇ ସର୍ବସ୍ବାନ୍ତ ହେବାରୁ ବର୍ତ୍ତିଗଲେ।