ଦନ୍ତାହାତୀ ‘ପଲଙ୍କ’କୁ କରାଗଲା ଟ୍ରାଙ୍କୁଲାଇଜ୍

୨ ଦିନର ଅପରେସନ ପରେ ଭରତପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ ପରେ ପଲଙ୍କକୁ ଚନ୍ଦକା DFOଙ୍କ ତତ୍ତ୍ଵାବଧାନରେ ରେଡିଓ କଲାର୍ ବନ୍ଧା ଯାଇଛି।

ଏବେ ‘ପଲଙ୍କ’ ଗତିବିଧି ଉପରେ ନଜର ରଖିପାରିବ ବନ ବିଭାଗ। ଗତ କିଛି ଦିନ ଧରି ଦନ୍ତାହାତୀ ପଲଙ୍କ ଆତଙ୍କ ଖେଳାଇ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes