ବୌଦ୍ଧ ଜିଲ୍ଲା ବଘିଆପଡା ସେକ୍ସନ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦାନ୍ତ ବିହୀନ ଦନ୍ତା ହାତୀର ମୃତଦେହ ଠାବ ହୋଇଛି।
ଶିକାରୀ ଦାନ୍ତ କାଟି ନେଇଥିବା ସୂଚନା ମିଳିଛି। ପୂର୍ବରୁ ବଘିଆପଡା ସେକ୍ସନ ଭୁର୍କୀପଡ଼ା ଜଙ୍ଗଲରୁ ଦୁଇ ଦନ୍ତାହାତୀର ଦାନ୍ତହୀନ ମୃତଦେହ ଡାବ ହୋଇଥିଲା।
Credible Local News of Odisha