ଦଧିବାମନ ଡିଗ୍ରୀ କଲେଜରେ ଯୋଗ

ପାଟଣା ବ୍ଲକ ତୁରୂମୁଙ୍ଗା ସ୍ଥିତ ଦଧିବାମନ ଡିଗ୍ରୀ କଲେଜରେ ଆଜି ଛାତ୍ରୀ ଛାତ୍ର ତଥା କର୍ମଚାରୀ ମାନେ ବିଶ୍ଵ ଯୋଗ ଦିବସ ଅବସରରେ ଯୋଗଭ୍ୟାସ କରିଥିଲେ।

ଏହାକୁ ଅଧ୍ୟକ୍ଷ ଡକ୍ଟର ତ୍ରୈଲୋକ୍ୟ ପରିଡ଼ା ଉଦଘାଟନ କରି ଯୋଗର ଆବଶ୍ୟକତା ,ଉପକାରିତା ଆଦି ଉପରେ କହିଥିଲେ। ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ପଦ୍ମଲୋଚନ ସାହୁ ଯୋଗ ଦ୍ୱାରା ରୋଗ ନିରାକରଣ କରିବା ସହ ଏହା ସୁସ୍ଥ ସମାଜ ପାଇଁ ଜରୁରୀ ବିଷୟରେ କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes