ଦଣ୍ଡଯାତ୍ରା ବେଳେ ସାପ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ

ଆଗକୁ ଦଣ୍ଡଯାତ୍ରା ଥିବାରୁ ସବୁ ଡିଏଫ୍‌ଓଙ୍କୁ ବ୍ରହ୍ମପୁର RCCF ଚିଠି ଲେଖିଛନ୍ତି। ନିୟମ ଉଲଂଘନ କରି ସାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଞ୍ଚରେ ନାଟକ ପରିବେଷଣ ବେଳେ କିଛି କଳାକାର ସାପ ବ୍ୟବହାର କରୁଛନ୍ତି। କଡ଼ା ନଜର ରଖିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆକ୍ସନ ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes