ଥୋମାସ କପ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିବ ଓଡିଶା

ନିକଟରେ ଇଣ୍ଡୋନେସିଆକୁ ପରାସ୍ତ କରି ଥୋମାସ କପ ବିଜୟୀ ହୋଇଥିବା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳକୁ ଓଡ଼ିଶା ସରକାର ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି l

ଆସନ୍ତାକାଲି ଲୋକସେବା ଭବନରେ ଏଥିପାଇଁ ଅନୁଷ୍ଠିତ ହେଉଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କ ସହ ପୂର୍ବତନ ବ୍ୟାଡ଼ମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦ ଉପସ୍ଥିତ ରହିବେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version