ଥେରୁବାଲି ନାଗରିକ ମଞ୍ଚ ତରଫରୁ ରେଳରୋକ

୬ ଗୋଟି ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ରାୟଗଡ଼ା ଜିଲ୍ଲା ଥେରୁବାଲି ନାଗରିକ ମଞ୍ଚ ତରଫରୁ ରେଳ ଷ୍ଟେସନରେ ଧାରଣା ଦିଆଯାଇଛି।

ଡିଆରଏମଙ୍କ ସହ ଆଲୋଚନା ବିଫଳ ପରେ ରେଳ ଲାଇନରେ ଧାରଣାରେ ବସି ରେଳ ରୋକ କରିଛନ୍ତି ଅଞ୍ଚଳବାସୀ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version