ପର୍ଯ୍ୟଟନକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବସ୍ତରୀୟ ବୈଠକରେ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
କେଉଁ ବିଭାଗ କ’ଣ ଯୋଗଦାନ କରିପାରିବ ସେ ନେଇ ଆଲୋଚନା କରିଛନ୍ତି। ସବୁ ପର୍ଯ୍ୟଟକଙ୍କ ଓଡ଼ିଶା ପ୍ରଥମ ପସନ୍ଦ ହେବା ଦରକାର କହିଲେ ସଚିବ।
Credible Local News of Odisha