ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ପ୍ରତିବାଦରେ କଂଗ୍ରେସର ଧାରଣା ଦେଇଛି।
କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଏସପି ଅଫିସ୍ ଘେରିଲେ କଂଗ୍ରେସ କର୍ମୀ।ଦୁଇ ଦିନ ବିତିଥିଲେ ବି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନ ହେବା ଅଭିଯୋଗ ହୋଇଛି।
Credible Local News of Odisha