ଥାନାରୁ ବ୍ରାଉନସୁଗର ବେପାରୀ ଚମ୍ପଟ

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନାରୁ ବ୍ରାଉନସୁଗର ବେପାରୀ ସେକ ମୁକ୍ତାର ଚମ୍ପଟ ମରିଥିବା ଜଣାପଡିଛି l ଦୁଇଦିନ ତଳେ ପୁଲିସ ତାକୁ ଧରି ଥାନାକୁ ଆଣିଥିଲା l
ତେବେ ଏହି ଘଟଣା ବାବଦରେ ପୁଲିସ ଅଧିକାରୀ କିଛି ପ୍ରତିକ୍ରିୟା ଦେଇନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes