ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା

ଶୀତ ଅଧିବେଶନ ପାଇଁ ବିଧାନସଭା ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ।ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ସୁନୀଲ ବଂଶଲ।

ବିଧାନସଭା ପରିସରରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ, ୫ ଏଡିସିପି, ୧୧ ଡିଏସପି/ଏସିପି,୧୩ ଆଇଆଇସି, ୬୨ ଜଣ ଏସଆଇ ରହିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes