ଟୁଇନ୍ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ଦ୍ବିତୀୟ ବ୍ରିଜ୍ ନିର୍ମାଣ ପାଇଁ ୨୯୭ କୋଟି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।
ବିଧାନସଭାରେ ଏନେଇପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ ମାସରେ ଶେଷ ହେବ ନିର୍ମାଣ କାମ।
Credible Local News of Odisha