ତ୍ରିଲୋଚନଙ୍କ ପୁସ୍ତକ ‘ଶେଷ ସ୍ଵପ୍ନ’ ପ୍ରକାଶିତ

କେନ୍ଦ୍ର ସାହିତ୍ୟ ଏକାଡେମି, ସଂସ୍କୃତି ମନ୍ତ୍ରଣାଳୟ , ଭାରତ ସରକାରଙ୍କ ଦ୍ୱାରା ତ୍ରିଲୋଚନ ସାହୁଙ୍କ ପ୍ରଥମ ପୁସ୍ତକ ‘ଶେଷ ସ୍ଵପ୍ନ’ ପ୍ରକାଶିତ ହୋଇଛି ।

ଏହାକୁ ବିଭିନ୍ନ ସ୍ତରରେ ସ୍ବାଗତ କରାଯାଇଛି। ତାଙ୍କର ପ୍ରଥମ ପୁସ୍ତକ ଏକାଡେମୀ ଦ୍ୱାରା ଚୟନ ହୋଇ ପାରିଥିବାରୁ ତ୍ରିଲୋଚନ ଖୁସି ବ୍ୟକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes