ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗୁପ୍ତେଶ୍ୱର ଶୈବ ପୀଠରେ ତ୍ରିନାଥ ମେଳାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ହୋମ ଯଜ୍ଞ ଓ ନାମ ସଂକୀର୍ତନ୍ୟ ସହିତ ତ୍ରିନାଥ ମେଳା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସମାପନ ହୋଇଯାଇଛି l
ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରି ଗୃହ ପ୍ରତ୍ୟାବର୍ତନ କରିଛନ୍ତି l
Credible Local News of Odisha