ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥାର୍ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସା କରିଛି ପୁଲିସ। ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢ଼ାଇ ହତ୍ୟା କରାଯାଇଛି କହିଛନ୍ତି ଡିସିପି।
କ୍ରିକେଟ ଷ୍ଟମ୍ପ୍ ନେଇ ସଂଘବଦ୍ଧ ଭାବେ ପିଟି ମାରିବା ଉଦ୍ୟମ କରିଥିଲେ, ଏହା ପରେ ଝଗଡ଼ା ହୋଇଥିଲା, ଜାଣିଶୁଣି ଥାର ଚଢ଼ାଇଥିଲେ ଅଭିଯୁକ୍ତ।ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି, ଅନ୍ୟ ସମସ୍ତଙ୍କୁ ଗିରଫ କରାଯିବ କହିଛନ୍ତି ଡିସିପି।