୨୦ ପ୍ରତିଶତ କମ୍ ତେଲ ବ୍ୟବହାର କରିବାକୁ ମେୟର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗାଡ଼ି ସଂଖ୍ୟା ମଧ୍ୟ କମାଇବାକୁ ସିଏମ୍ସି ନିଷ୍ପତ୍ତି ନେଇଛି। ଗୋଟିଏ ଗାଡ଼ିରେ ଏକାଧିକ ଅଫିସର ଯିବାକୁ ନିର୍ଦ୍ଦେଶ ରହିଛି।ଏହା ସହ ସୋମବାର ଓ ଛୁଟି ଦିନ ସରକାରୀ ଗାଡ଼ି ବ୍ୟବହାର ପାଇଁ ବାରଣ କରଜିଚି।
Credible Local News of Odisha