ତେଲ ଟ୍ୟାଙ୍କର ଧକ୍କାରେ ପୁଅ ମୃତ, ମାଆ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଟାଉନ୍ ଥାନା ଭାଲିଆବାଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସ୍କୁଲ୍‌ ଛୁଟି ପରେ ମାଆ ସହ ପୁଅ ସ୍କୁଟିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ୮ ବର୍ଷର ପୁଅର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ମାଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes