୫ ଓଡ଼ିଆ ନିଖୋଜ ନେଇ ସ୍ପଷ୍ଟ କଲେ ପରିବାର ନିର୍ଦ୍ଦେଶାଳୟ ଓ ଏସଡି ପ୍ରିତିଶ ପଣ୍ଡା। ବିସ୍ଫୋରଣରେ ୪ ଓଡ଼ିଆଙ୍କର ମୃତ୍ୟୁ ଘଟିଥିଲା ବେଳେ ୪ ଚିକିତ୍ସାଧୀନ ଅଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମୃତ୍ୟୁସଂଖ୍ୟା ୪୦କୁ ବୃଦ୍ଧି ହୋଇଥିବା ବେଳେ ଏଯାବତ ୩୨ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ କହିଛନ୍ତି।