ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ପୁରୁଷ ଓ ମହିଳାଙ୍କ ପରି ତୃତୀୟଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି।
ନିଯୁକ୍ତିଜନିତ ଆବେଦନ ଫର୍ମରେ ତୃତୀୟଲିଙ୍ଗି ପାଇଁ ବ୍ୟବସ୍ଥା ପାଇଁ ଚିଠି ହୋଇଛି। ଅଫ୍ଲାଇନ ହେଉ ବା ଅନ୍ଲାଇନ, ପୁରୁଷ/ମହିଳା/ତୃତୀୟଲିଙ୍ଗି ରଖନ୍ତୁ କହିଛି ବିଭାଗ।